Below header

ଯାଜପୁର : ନିଜର ପରାଜୟ ପାଇଁ କଂଗ୍ରେସରୁ ଇସ୍ତଫା ଦେଲେ ସନ୍ତୋଷ ନନ୍ଦ

ଯାଜପୁର : ଯାଜପୁର ବିଧାନସଭା ମଣ୍ଡଳୀର କଂଗ୍ରେସ ପାର୍ଥୀ ସନ୍ତୋଷ ନନ୍ଦ ନିଜର ପରାଜୟ କାରଣରୁ କଂଗ୍ରେସ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,ପି.ସି.ସି ସଭାପତି ନିରଞ୍ଜନ ପଟନାୟକ ଓ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନିକଟକୁ ପଠାଇ ଥିବା ସୁଚନା ମିଳିଛି । ଚଳିତ ନିର୍ବାଚନରେ ସେ ମୋଟ ୪୭୪୫ ଖଣ୍ଡ ଭୋଟ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.