ପ୍ରବଚନ ବିନା ରହିପାରୁ ନାହାନ୍ତି ସାରଥୀ, କୋର୍ଟକୁ ମାଗିଲେ ଅନୁମତି

ଭକ୍ତଙ୍କୁ ପୁଣି ପ୍ରବଚନ ଦେବାକୁ ମନ ବଳାଇଛନ୍ତି ସନ୍ତୋଷ ରାଉଳ ଓରଫ ସାରଥି । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି । କୋର୍ଟ ରଖିଥିବା ୩ଟି ସର୍ତ୍ତକୁ କୋହଳ କରିବାକୁ ସାରଥି ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଗତ ୨୨ ତାରିଖରେ ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ । ୨୫ ତାରିଖରେ ଚୌଦ୍ୱାର ସର୍କଲ ଜେଲରୁ ବାହାରିଥିଲେ ସାରଥି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.