ସତ୍ୟଜିତ ରାୟ ଫିଲିମ୍‌ ଏଣ୍ଡ ଟେଲିଭିଜନ ପ୍ରତିଷ୍ଠାନ ବୁଲିଲେ କଳିଙ୍ଗ ଟିଭିର ମୁଖ୍ଯ ସମ୍ପାଦକ

ସୌମ୍ଯଜିତ ପଟ୍ଟନାୟକ ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ। ଏଥି ସହ ସେଠାକାର କାର୍ଯ୍ୟପ୍ରଣାଳୀ ଓ ପରିଚାଳନାକୁ ପ୍ରଶଂସା କରିଥିଲେ।

କଲିକତା (କେନ୍ୟୁଜ): ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲିମ୍‌ ଏଣ୍ଡ ଟେଲିଭିଜନ ପ୍ରତିଷ୍ଠାନକୁ ପରିଭ୍ରମଣ କରିଛନ୍ତି କଳିଙ୍ଗ ଟିଭିର ମୁଖ୍ଯ ସମ୍ପାଦକ ସୌମ୍ଯଜିତ ପଟ୍ଟନାୟକ। ଏ ଅବସରରେ ଏସଆରଏଫ୍‌ ଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ତାଙ୍କୁ ସଂସ୍ଥାର ରୌପ୍ଯ ଜୟନ୍ତୀ ସ୍ମାରକୀ ପ୍ରଦାନ କରିଛନ୍ତି। ଶ୍ରୀ ପଟ୍ଟନାୟକ ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ। ଏଥି ସହ ସେଠାକାର କାର୍ଯ୍ୟପ୍ରଣାଳୀ ଓ ପରିଚାଳନାକୁ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.