ଆସନ୍ତାକାଲି ଯାଜପୁର ଜିଲ୍ଲାର ୫ ବ୍ଲକରେ ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡି ଛୁଟି

ବୈତରଣୀରେ ବନ୍ୟା ଭୟ ଥିବାରୁ ଏହି ୫ ବ୍ଲକରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ପୋୖରପାଳିକା ସମେତ ବରୀ, ବଡ଼ଚଣା,ଦଶରଥପୁର, ଯାଜପୁର ଓ ବିଂଝାରପୁର ଵ୍ଲକର ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଯାଜପୁର ଟାଉନ(କେନ୍ୟଜ୍):ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ଯାଜପୁର ପୋୖରପାଳିକା ସମେତ ୫ ବ୍ଲକରେ ଆସନ୍ତାକାଲି ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ।

ବୈତରଣୀରେ ବନ୍ୟା ଭୟ ଥିବାରୁ ଏହି ୫ ବ୍ଲକରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ପୋୖରପାଳିକା ସମେତ ବରୀ, ବଡ଼ଚଣା,ଦଶରଥପୁର, ଯାଜପୁର ଓ ବିଂଝାରପୁର ଵ୍ଲକର ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.