Below header

ଭାରସାମ୍ୟ ହରାଇ ଘାଟ ତଳକୁ ଖସିଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ୨ ଆରୋହୀ

ବାସୁଦେବପୁର(କେନ୍ଯୁଜ୍): ଭାରସାମ୍ୟ ହରାଇ ଘାଟ ତଳକୁ ଖସିଲା ସ୍କୁଟି । ଅଳ୍ପକେ ବର୍ତ୍ତିଲେ ୨ ଆରୋହୀ । ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଚାରବାଟିଆ ଘାଟରେ। ସୂଚନା ମୁତାବକ, ୨ ଆରୋହୀ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଘାଟ ଭିତରକୁ ଖସିପଡିଥିଲେ। ଏହା ଦେଖିବା ମାତ୍ରକେ ତୁରନ୍ତ ଉଭୟଙ୍କୁ ପାଣି ଭିତରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

ଏହି ଚାରବାଟିଆ ପୋଲ ଦୀର୍ଘ ଦିନ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ସବୁଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.