Browsing Tag

scooty accident

ଭାରସାମ୍ୟ ହରାଇ ଘାଟ ତଳକୁ ଖସିଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ୨ ଆରୋହୀ

ବାସୁଦେବପୁର(କେନ୍ଯୁଜ୍): ଭାରସାମ୍ୟ ହରାଇ ଘାଟ ତଳକୁ ଖସିଲା ସ୍କୁଟି । ଅଳ୍ପକେ ବର୍ତ୍ତିଲେ ୨ ଆରୋହୀ । ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଚାରବାଟିଆ ଘାଟରେ। ସୂଚନା ମୁତାବକ, ୨ ଆରୋହୀ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଘାଟ ଭିତରକୁ…

ଆଇଗିଣିିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଗୁରୁତର ଅବସ୍ଥାରେ ଝିଅ ଏମ୍ସରେ…

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଇଗିଣିିଆ ଛକରେ ସ୍କୁଟି ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ। ସ୍କୁଟି ଚାଳକଙ୍କ ଝିଅ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି। ଘଟଣା ସ୍ଥଳରେ ତମାଣ୍ଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍କୁଟିର ବ୍ରେକ୍‌ ଫେଲ୍‌, ଇଟାଗଦାରେ ପିଟି ହୋଇ ଜଣକର ମୃତ୍ୟୁ

ମୋହନା (କେ ନ୍ୟୁଜ୍‌): ସ୍କୁଟିର ବ୍ରେକ୍‌ ଫେଲ୍‌ ହେଲା ଆଉ ଦୁର୍ଘଟଣା ଘଟିଲା। ହେଲେ ଚାଳକ ସିନା ବର୍ତ୍ତିଗଲେ କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା ପଛରେ ବସିଥିବା ବ୍ୟକ୍ତିଙ୍କର । ଗଜପତି ଜ଼ିଲ୍ଲା ମୋହନା ସହର ମୁଖ୍ୟ ବଜ଼ାର ପାଣ୍ଡା ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ…

ଗଞ୍ଜାମ ବାଉଳିଆ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି, ଚାଲିଗଲା ଯୁବକଙ୍କ ଜୀବନ

ବ୍ରହ୍ମପୁର: ଗଂଜାମ ଜିଲ୍ଲା  ଖାରିଆଗୁଡା ପୋଲିସ ଫାଣ୍ଡି ଅନ୍ତର୍ଗତ ବାଉଳିଆ ନିକଟରେ ଏକ ସ୍କୁଟି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରାମଚନ୍ଦ୍ର ସାହୁ। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟି ଗଛକୁ ପିଟି ହୋଇ ଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର…