ମାଘ ସପ୍ତମୀ ବୁଡ଼ ବନ୍ଦ, ଆସନ୍ତା ୧୯ ତାରିଖରେ ଚନ୍ଦ୍ରଭାଗାରେ ୧୪୪ ଧାରା

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୧୯ରେ ମାଘ ସପ୍ତମୀ ଥିବାରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି। ୧୮ ତାରିଖ ଦିନ ୧୧ ଟାରୁ ୧୯ ତାରିଖ ଦିନ ୧ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ନେଇ ପ୍ରଶାସନ ବାରଣ କରିଛି। ତେବେ ୩ ଠାକୁରଙ୍କ ଶୋଭାଯାତ୍ରା ଓ ମହାସ୍ନାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.