Below header

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ୟ୍ୟ ହେବ ଲଗ୍ନ

ସମ୍ବଲପୁର (କେନ୍ୟୁଜ୍) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ୟ୍ୟ ହେବ ଲଗ୍ନ। ସମ୍ବଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଜ୍ୟୋତିଷ ମହାସଭାରେ ପଣ୍ଡିତମାନେ ଅଂଶଗ୍ରହଣ କରି ନୂଆଖାଇ ଲଗ୍ନ ଧାର୍ୟ୍ୟ କରିବେ । ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ସମଲେଶ୍ୱରୀଙ୍କଠାରେ ନବାନ୍ନ ଭୋଗ ଲାଗି କରିବା ପାଇଁ ଆଜି ଝାଡୁଆପଡ଼ା ପ୍ରହମପୁରା ମନ୍ଦିରରେ ଜ୍ୟୋତିଷ ମାନଙ୍କର ମହାସଭା ଅନୁଷ୍ଠିତ ହେବ । ଏହି ମହାସଭାରେ ଧାର୍ୟ୍ୟ ହୋଇଥିବା ଲଗ୍ନକୁ ନେଇ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ମାଆ ସମଲେଶ୍ୱରୀଙ୍କ ନିକଟକୁ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.