ନୂଆପଡା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡ, ଜଣେ ଠିକାଦାର ଆହତ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡରେ ପବନ ଅଗ୍ରଓ୍ଵାଲ ନାମକ ଜଣେ ଠିକାଦାର ଆହତ  ।

ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ଏକ ଇନୋଭା ଗାଡିରେ ୩ଜଣ ଯୁବକ ଆସି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଖଡିଆଳ ପୋଲିସ ପହଞ୍ଚି ୩ଯୁବକଙ୍କୁ ଗିରଫ କରିବା ସହ ଇନୋଭା ଗାଡି ଓ ବନ୍ଧୁକ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.