Below header

ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶିତ

ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଚାଳିତ ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶାସ୍ତ୍ରୀ ପରୀକ୍ଷାରେ ରାଜ୍ୟରେ ମୋ ୪୭୧୭ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୪୦୦୮ ଜଣ ପାସ୍ କରିଛନ୍ତି । ପାସ୍ ହାଲ ୮୪.୯୬ ପ୍ରତିଶତ ରହିଛି । ସେହିପରି ଉପଶାସ୍ତ୍ରୀ ପରୀକ୍ଷାରେ ରାଜ୍ୟରେ ୯୪୫୪ଜଣ ପରୀକ୍ଷା ଦେଇଥିବା ବେଳେ ୭୩୬୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ପାସ୍ ହାର ୮୬ ପ୍ରତିଶତ ରହିଛି । ପରୀକ୍ଷାଫଳ ବିଶ୍ୱବିଦ୍ୟାଳୟର ୱେବସାଇଟରେ ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.