ନୟାଗଡ଼ ନାବାଳିକା ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇ ନେଲା ଏସ୍‌ଆଇଟି

ନୟାଗଡ଼ : ନୟାଗଡ଼ ନାବାଳିକା ହତ୍ୟା ମାମଲା । ଏହି ଘଟଣାରେ ଏସଆଇଟି ଖୋଳତାଡ କରୁଛି । ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଏସଆଇଟି ଜେରା କରୁଛି । ଏହାସହ ପରିବାରର ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଟିମ୍‌ ଜେରା କରୁଛି ।

ସରୋଜଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ପଚରାଉଚରା କରୁଛି । ନାବାଳିକା ନିଖୋଜ ପୂର୍ବରୁ ସରୋଜଙ୍କ ଘରକୁ ଯାଇଥିଲା । ପୂର୍ବରୁ ସରୋଜଙ୍କ ମୋବାଇଲ ଫୋନ୍‌ ଜବତ କରିଥିଲା ଏସଆଇଟି । ସରୋଜଙ୍କ କପଡା ଓ ଆଉ କିଛି ସାମଗ୍ରୀ ଜବତ କରି ଖୋଳତାଡ କରୁଛି ଏସଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.