Below header

ଆମେରିକାରେ ମୋଡେର୍ଣ୍ଣା ଟିକାକୁ ମିଳିଲା ଅନୁମତି: ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଆମେରିକା: ଆମେରିକା ପ୍ରଥମ ଦେଶ ଭାବେ ମୋଡେର୍ଣ୍ଣା ଟିକାକୁ ଅନୁମତି ଦେଇଛି ।

ମୋଡେର୍ଣ୍ଣା ଟିକା ଦୁଇଟି ଡୋଜ୍‌ ଦିଆଯିବ । ପ୍ରଥମ ଟିକା ଦେବାର ୨୮ ଦିନ ପରେ ଆଉ ଗୋଟିଏ ଡୋଜ୍‌ ଦିଆଯିବ । କ୍ଲିନିକାଲ ଟ୍ରାଏଲରେ ୯୪ ପ୍ରତିଶତ ସଫଳ ହୋଇଥିଲା । ଫାଇଜର ମଧ୍ୟ ସମାନ ଫଳପ୍ରଦ । ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ୩ହଜାର ୨୮୫ଟି କେନ୍ଦ୍ରରେ ଟିକାକରଣ କରାଯିବ । ଟିକାକୁ ଅନୁମତି ମିଳିବା ପରେ ଏବେ ଅଭିନନ୍ଦନ ଜଣାଇବା ସହ ମୋଡେର୍ଣ୍ଣା ଟିକା ଏବେ ଉପଲବ୍ଧ ବୋଲି ଟୁଇଟ୍‌ କରି କହିଛନ୍ତି ଡୋନାଲଡ ଟ୍ରମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.