Below header

OTPCL କ୍ୟାମ୍ପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ଜେସିବି ମେସିନ୍

କାମାକ୍ଷାନଗର: ଜଳିଗଲା ୬ ଜେସିବି। OTPCL କ୍ୟାମ୍ପରେ ଭୟାବହ  ଅଗ୍ନିକାଣ୍ଡ। ଜଳିଗଲା ୬ ଜେସିବି ମେସିନ୍।
ତୁମୁସିଂଗା ଥାନା ଅଁଳାବେରେଣି ସ୍ଥିତ OTPCL କ୍ୟାମ୍ପରେ ଅଗ୍ନିକାଣ୍ଡ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଅଛି। ମିଳିଥିବା ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.