Below header

ସାପ ଧରାଳି ଭାବେ ପରିଚିତ ବିଭୁଦତ୍ତଙ୍କ ପରଲୋକ

ସାପ ଧରାଳି ବିଭୁଦତ୍ତ ଜେନାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ତଥା ବିଭିନ୍ନ ସ୍ଥାନରେ ସାପ ପଶିଗଲେ ତାଙ୍କୁ ଖୋଜା ପଡେ ।

କଟକ :  ସାପ ଧରାଳି ବିଭୁଦତ୍ତ ଜେନାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ତଥା ବିଭିନ୍ନ ସ୍ଥାନରେ ସାପ ପଶିଗଲେ ତାଙ୍କୁ ଖୋଜା ପଡେ ।

ସେ ଆଗେଇ ଆସନ୍ତି ସାପ ଧରିବା ପାଇଁ । ବିଷଧର ସାପ ଧରି ଜଙ୍ଗଲରେ ଛାଡ଼ନ୍ତି ବିଭୁଦତ୍ତ । ସାପ ଧରାଳି ଭାବେ ବେଶ ପରିଚିତ ଥିଲେ ବିଭୁଦତ୍ତ । ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.