Below header

ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଅଞ୍ଚଳରେ ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ପରିବାରର ୪ ଶିଶୁଙ୍କ ସହ ୨ ଜଣ ମହିଳା ଥିବା ଜଣାଯାଇଛି । ଭଦ୍ରକ MCH ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭଦ୍ରକକେନ୍ୟୁଜ୍):  ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଅଞ୍ଚଳରେ ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ପରିବାରର ୪ ଶିଶୁଙ୍କ ସହ ୨ ଜଣ ମହିଳା ଥିବା ଜଣାଯାଇଛି । ଭଦ୍ରକ MCH ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୁଚନା ଅନୁଯାୟୀ, ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟା ଓ କନକଲତାଙ୍କ ପରିବାରର ଲୋକେ ବାଡିରୁ ଛତୁ ଆଣି ରୋଷେଇ କରିଥିଲେ । ଛତୁ ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.