Below header

ପୁରୀର ସଫ୍ଟୱୟାର ପ୍ରଫେସନାଲ୍ ମାଲକାନଗିରି ପୋଲିସ ହାତରେ ଗିରଫ

ମାଲକାନଗିରି (କେନ୍ୟୁଜ୍) : ବିଭିନ୍ନ ସାଇବର ଫ୍ରଡ ମାମଲାରେ ମାଲକାନଗିରି ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ପୁରୀ ଜିଲ୍ଲାର ସୁପ୍ରଭାତ ମହାପାତ୍ର। ସେ ଅନେକ ସାଇବର କ୍ରାଇମରେ ଜଡିତ ଥିବାବେଳେ ଝାଡଖଣ୍ଡ ସାଇବର କ୍ରିମିନାଲରେ ମଧ୍ୟ ଲିଙ୍କ ଥିବା ସୂଚନା ରହିଛି।

ପୋଲିସ କହିବାନୁଯାୟୀ ଯୁବକ ଜଣକ ଏକ ସଫ୍ଟୱୟାର କମ୍ପାନୀରେ ଟ୍ରେନି ଭାବେ କାମ କରନ୍ତି। ଯୁବକ ଜଣଙ୍କ ସିମେଣ୍ଟ କମ୍ପାନୀରେ ମଧ୍ୟ ଆଇଟି ମ୍ୟାନେଜର ଭାବରେ କାମ କରନ୍ତି। ପୋଲିସ କହିବାନୁଯାୟୀ ଅଭିଯୁକ୍ତ ଯୁବକଙ୍କ ନାମରେ ୬ଟି ସାଇବର କ୍ରାଇମ୍ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.