ପବିତ୍ର ଜନ୍ମାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ମାଟି ଅନୁକୂଳ

ଭୁବନେଶ୍ବର : ପବିତ୍ର ଜନ୍ମାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ । ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୁଳ କରାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କୁଆଖାଇରୁ ମାଟି ଅନୁକୂଳ ହୋଇଛି । ମାଟି ଅନୁକୂଳ ପାଇଁ ସମିତିର କର୍ମକର୍ତ୍ତାମାନେ ପଟୁଆରରେ କୂଆଖାଇ ନଦୀ ପଠାକୁ ଯାଇଥିଲେ । ବାଜା ବାଣରେ କମ୍ପିଥିଲା କୂଆଖାଇ ପଠା । ପାରଂପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ମାଟି ଉଠାଯାଇଛି ।

Leave A Reply

Your email address will not be published.