Below header

ପାରିବାରିକ କଳହରୁ ୭୮ ବର୍ଷୀୟ ବୃଦ୍ଧାଙ୍କୁ ମାଡ ମାରି ଲହୁଲୁହାଣ କଲେ ନିଜ ଜନ୍ମ କଲା ପୁଅ,ବୋହୂ, ନାତି, ନାତୁଣୀ, ସାମାଜିକ ସଙ୍ଗଠନ କଲା ଉଦ୍ଧାର

ଯାଜପୁର ରୋଡ(କେନ୍ୟୁଜ୍): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମାନପୁର୍ ଗ୍ରାମରେ ଘଟିଛି ଏକ ଅମାନୁଷିକ ଘଟଣା।  ଯାହା ଏବେ ଚର୍ଚ୍ଚର ବିଷୟ ପାଲଟିଛି।ପାରିବାରିକ କଳହକୁ କେନ୍ଦ୍ରକରି ୭୮ ବର୍ଷୀୟ ନିଜର ଜନ୍ମ କଲା ମା କୁ ପୁଅ, ବୋହୁ ଓ ନାତି ନାତୁଣୀ ମାରି ଲହୁଲୁହାଣ କରି ବାହାରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଏବେ ବୃଦ୍ଧା ମହିଳା ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର୍ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡ଼ଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.