Below header

ରାଜଧାନୀ ଉପକଣ୍ଠ ତମାଣ୍ଡୋ ଗାଁରେ ଟଙ୍କା ପାଇଁ ବାପାକୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ତମାଣ୍ଡୋ: ରାଜଧାନୀରେ ଟଙ୍କା ପାଇଁ ବାପାକୁ ହାଣିଲା ପୁଅ । ତମାଣ୍ଡୋ ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ନରୋତ୍ତମ ବଳଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ନିଶା ସେବନ ପାଇଁ  ବାପା ଟଙ୍କା ନ ଦେବାରୁ ଦୁର୍ଦାନ୍ତ ପୁଅ ଏଭଳି ଆକ୍ରମଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଏହି ଘଟଣା ଭିଆଇବା ପରେ ଫେରାର ହୋଇଯାଇଥିବାବେଳେ, ତମାଣ୍ଡୋ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.