Below header
Browsing Tag

son attack

ପାରିବାରିକ ହିଂସାରୁ ନାରକୀୟ କାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମା’ଙ୍କ ମୃତ୍ୟୁ

ଯୋଡ଼ା (କେନ୍ୟୁଜ): ପୁଅ ଭୁଲିଗଲା ମାଆର ମମତା । ପାରିବାରିକ ହିଂସାରୁ ନାରକୀୟ କାଣ୍ଡ । ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଙ୍କ ମୃତ୍ୟୁ। ଚମ୍ପୁଆ ଥାନା କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଘଟିଛି ଏଭଳି ଘଟଣା l ଆଜି ସକାଳରେ କୌଣସି କାରଣ ବଶତଃ ବାପା ଗୁରୁଚରଣ ମୁଣ୍ଡା ଏବଂ ପୁଅ ଧ୍ୟାନ…

ମହୁଲ ତୋଳିବାକୁ କେନ୍ଦ୍ରକରି ପୁତୁରାର ଟାଙ୍ଗିଆରେ କକା ଗୁରୁତର, ମେଡିକାଲରେ ଭର୍ତି

ରେଢାଖୋଲ (କେନ୍ୟୁଜ): ମହୁଲ ତୋଳିବାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର । ରେଢାଖୋଲ ଥାନା କୁକୁଡାବାହାଳି ଗାଁର ଦୁଇ ପରିବାର ଗୋଟିଏ ମହୁଲ ଗଛରୁ ମହୁଲ ତୋଳିବାକୁ କେନ୍ଦ୍ର ଉଭୟ ପରିବାର ମଧ୍ୟରେ ଝଗଡା ଗୋଟିଏ ବର୍ଷ ହେଲା ଲାଗି ରହିଥିଲା । ଆଜି କାକା - ଲାଣ୍ଡୁ…

ରାଜଧାନୀ ଉପକଣ୍ଠ ତମାଣ୍ଡୋ ଗାଁରେ ଟଙ୍କା ପାଇଁ ବାପାକୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ତମାଣ୍ଡୋ: ରାଜଧାନୀରେ ଟଙ୍କା ପାଇଁ ବାପାକୁ ହାଣିଲା ପୁଅ । ତମାଣ୍ଡୋ ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ନରୋତ୍ତମ ବଳଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ନିଶା ସେବନ ପାଇଁ  ବାପା ଟଙ୍କା ନ ଦେବାରୁ ଦୁର୍ଦାନ୍ତ ପୁଅ ଏଭଳି ଆକ୍ରମଣ କରିଥିବା…