ମହୁଲ ତୋଳିବାକୁ କେନ୍ଦ୍ରକରି ପୁତୁରାର ଟାଙ୍ଗିଆରେ କକା ଗୁରୁତର, ମେଡିକାଲରେ ଭର୍ତି

ରେଢାଖୋଲ (କେନ୍ୟୁଜ): ମହୁଲ ତୋଳିବାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର । ରେଢାଖୋଲ ଥାନା କୁକୁଡାବାହାଳି ଗାଁର ଦୁଇ ପରିବାର ଗୋଟିଏ ମହୁଲ ଗଛରୁ ମହୁଲ ତୋଳିବାକୁ କେନ୍ଦ୍ର ଉଭୟ ପରିବାର ମଧ୍ୟରେ ଝଗଡା ଗୋଟିଏ ବର୍ଷ ହେଲା ଲାଗି ରହିଥିଲା ।

ଆଜି କାକା – ଲାଣ୍ଡୁ ବିନ୍ଧାଣି ମହୁଲ ତୋଳିବାକୁ ଯାଇଥିବା ବେଳେ ପୁତୁରା ର୍ତିଥ ବିନ୍ଧାଣୀ ଏହା ଦେଖି ରାଗିଯାଇ ପାଖରେ ରଖିଥିବା ଟାଙ୍ଗିଆ ରେ ଆକ୍ରମଣ କରିଥିଲେ । ଫଳରେ କକା ଲାଣ୍ଡୁ ବିନ୍ଧାଣି ଗୁରୁତର ହୋଇ ରେଢାଖୋଲ ମେଡିକାଲରେ ଚିକିତ୍ସିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.