Below header

ଗୁଣପୁର : ପୁଅର ଗୁଳି ମାଡରେ ବାପ ମୃତ

ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଗୁଳି ମାଡରେ ବାପାଙ୍କର ହୋଇଛି ମୃତ୍ୟୁ । ଗୁଳିକାଣ୍ଡ ପାରିବାରିକ କଳହକୁ ନେଇ ହୋଇଥିବା ସୁଚନା ମିଳିଛି। ପୁଅ ଗୁଳିରେ ବାପର ମୃତ୍ୟ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ଗୁଣପୁର : ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଗୁଳି ମାଡରେ ବାପାଙ୍କର ହୋଇଛି ମୃତ୍ୟୁ । ଗୁଳିକାଣ୍ଡ ପାରିବାରିକ କଳହକୁ ନେଇ ହୋଇଥିବା ସୁଚନା ମିଳିଛି। ପୁଅ ଗୁଳିରେ ବାପର ମୃତ୍ୟ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.