Below header

ରାଜ୍ୟର ୩ଟିି ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନାପଥର

ରାଜ୍ୟର ୩ଟିି ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନାପଥର । ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଛି ସୁନା ଖଣି। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ GSI ମିଳିତ ଅନୁସନ୍ଧାନ କରିଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ୩ଟିି ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନାପଥର । ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଛି ସୁନା ଖଣି। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ GSI ମିଳିତ ଅନୁସନ୍ଧାନ କରିଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.