Browsing Tag

gold mines

ଘଞ୍ଚ ଜଙ୍ଗଲ,ବଣ ପାହାଡ ତଳେ ସୁନା ଖଣିର ସନ୍ଧାନ, ଅଞ୍ଚଳରେ ଖୁସିର ଲହରୀ

ରେଢାଖୋଲ: ଘଞ୍ଚ ଜଙ୍ଗଲ,ବଣ ପାହାଡ ତଳେ ସୁନା ଖଣି ରହିଥିବା ସନ୍ଧାନ । ପାହାଡ଼ ତଳେ ମହଜୁଦ ଅଛି ମହଣ ମହଣ ସୁନା ।  ଅଞ୍ଚଳରେ ଖୁସିର ଲହରୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ପାଣିମୁରା ଅଞ୍ଚଳର ପାହାଡର ପାଦ ଦେଶରେ ସୁନା ଖଣି ରହିଥିବା ସନ୍ଧାନ ମିଳିଛି । ଏକଥା ଜଣା…

ସୁନା ଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ, ମାଟି ତଳୁ ସଂଗ୍ରହ କରାଯାଉଛି ସୁନାର ନମୂନା

ବାଂଶପାଳ : ସୁନା ଖଣି ସନ୍ଧାନରେ ଚାଲିଛି ସର୍ଭେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଜଳଡିହା ଗାଁରେ ସୁନାଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ ।  ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ମାଟି ତଳୁ ସୁନାର ନମୂନା ସଂଗ୍ରହ କରାଯାଉଛି  ।  ପ୍ରଥମ ପର୍ଯ୍ୟାୟରେ ୨ଟି ସୁନାର ନମୂନା ସଂଗ୍ରହ…

ଓଡିଶାର ଏହି ସ୍ଥାନରେ ଗଚ୍ଛିତ ଅଛି ପର୍ଯ୍ୟାପ୍ତ ପରିମାଣର ସୁନା, ସନ୍ଧାନ ପାଇଲେ କେନ୍ଦ୍ର ଓ ରାଜ୍ୟ ଭୂବୈଜ୍ଞାନିକ

ସୁନ୍ଦରଗଡ଼ : ଓଡିଶାର ଏହି ସ୍ଥାନରେ ଗଚ୍ଛିତ ଅଛି  ପର୍ଯ୍ୟାପ୍ତ ପରିମାଣର ସୁନା । ଜାଣିବା ପରେ ସଭିଏଁ ଚକିତ । ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ । ଦୀର୍ଘ ୬୦ ଦଶକ ରୁ ୨୦୧୯ ଭିତରେ ୪ ଥର ଭୂବୈଜ୍ଞାନିକ ମାନେ ଆସି ବିଭିନ୍ନ ଗାଁରେ  ତମ୍ବୁ ପକାଇ ମାସ ମାସ ଧରି ସର୍ଭେ କରିଚାଲିଥିଲେ ।…

ଦେବଗଡ ମାଟି ତଳେ ରହିଛି ୧୭ ଶହ କେଜିରୁ ଅଧିକ ସୁନା, ଲୋକଙ୍କୁ ଘାରିଛି ଭିଟାମାଟି ଛାଡ଼ିବାର ଭୟ

ଦେବଗଡ: ଓଡ଼ିଶାରେ ସୁନାଖଣିର ସନ୍ଧାନ ପରେ ସାରା ରାଜ୍ୟରେ ଚାଲିଛି ଚର୍ଚ୍ଚା । କିଛି ଲୋକ ସୁନାଖଣିର ସନ୍ଧାନ ମିଳିବା ପରେ ବେଶ ଖୁସି ଅଛନ୍ତି କିନ୍ତୁ କିଛି ଲୋକଙ୍କୁ ଘାରିଛି ଚିନ୍ତା । ଆପଣ ଭାବୁଥିବେ ସୁନା ମିଳିବା ତ ଭଲ କଥା ଏକଥାକୁ ନେଇ ପୁଣି ଚିନ୍ତା କଣ । କିନ୍ତୁ ଯେଉଁ ସ୍ଥାନରେ…

ଯଶିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ, ଅର୍ଥନୀତିର ହେବ ବିକାଶ

କରଞ୍ଜିଆ: ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳିଛି ସୁନା ଖଣିର ସନ୍ଧାନ । ସୁନା ଖଣି ସନ୍ଧାନ ହେବା ପରେ ସାରା ଓଡ଼ିଶାରେ ଚାଲିଛି ଚର୍ଚ୍ଚା। ଓଡ଼ିଶାର ୪ଟି ଜିଲ୍ଲାରେ ସୁନାଖଣି ସନ୍ଧାନ ହୋଇଥିବାବେଳେ ଅନ୍ୟ ଜିଲ୍ଲାରେ ବି ସନ୍ଧାନ ଜାରି ରହିଛି । ପାହାଡ଼ ତଳେ ମହଜୁଦ ଅଛି ମହଣ ମହଣ ସୁନା । ଆଉ ଏହି…

ଆଦିବାସୀ ବହୁଳ ବାଂଶପାଳ ବ୍ଲକରେ ମିଳିଲା ସୁନା ଖଣିର ସନ୍ଧାନ, ଲୋକଙ୍କର ହେବ ଭାଗ୍ୟୋଦୟ

ବାଂଶପାଳ: ଓଡ଼ିଶାରେ ମିଳିଲା ସୁନା ଖଣି । ଏବେ ଆଦିବାସୀ ବହୁଳ ବାଂଶପାଳ ବ୍ଲକରେ ବର୍ଷିବ ସୁନା । ଲୋକଙ୍କର ହେବ ଭାଗ୍ୟୋଦୟ । ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦୁଝର ଜିଲ୍ଲାର ଅବହେଳିତ ବାଂଶପାଳ ବ୍ଲକବାସୀଙ୍କ ଭାଗ୍ୟ ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ସୁନାଖଣିର ନମୂନା ସଂଗ୍ରହ ଶେଷ…

ଓଡ଼ିଶାରେ ମିଳିଲା ସୁନା ଖଣି, ବିଧାନସଭାରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ

କେନ୍ଦୁଝର : ଓଡ଼ିଶାରେ ମିଳିଛି ସୁନା ଖଣି । କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ। ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା,ରୁଆଁସୀ, ଇଡେଲକୁଚା, ମାରେଡିହି…

ରାଜ୍ୟର ୩ଟିି ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନାପଥର

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ୩ଟିି ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନାପଥର । ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଛି ସୁନା ଖଣି। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ GSI ମିଳିତ ଅନୁସନ୍ଧାନ କରିଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି…

ଖୁବ୍ ଶୀଘ୍ର ବଦଳିପାରେ ଏହି ରାଜ୍ୟର ଭାଗ୍ୟ,ଏଠି ଅଛି ସୁନାର ଭଣ୍ଡାର

ସୁନା, ଗହଣା, ହୀରା , ମୋତି ମାଣିକ ହେଉଛି ବହୁମୂଲ୍ୟ ଧାତୁ । ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ । ତେଣୁ  ଯେଉଁଠି ବି ଏପରି ମୂଲ୍ୟବାନ ଧାତୁ ର ଖଣି ଥାଏ । ସେହି ସ୍ଥାନକୁ ସରକାର ନିଜ ଅକ୍ତିଆରରେ ରଖିଥାଆନ୍ତି । ଆମ ଦେଶରେ କିଛି ସ୍ଥାନରେ ଏହି ସବୁ ମୂଲ୍ୟବାନ ପଦାର୍ଥ ମାନଙ୍କର…

ମଧ୍ୟପ୍ରଦେଶର ଏହି ସହରରେ ରହିଛି ଲକ୍ଷ ଲକ୍ଷ ଟନ୍‌ର ସ୍ୱର୍ଣ୍ଣ ଭଣ୍ଡାର, ଖୁବ୍‌ ଶୀଘ୍ର ହେବ ନିଲାମ

 ଭୋପାଳ :  ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲା ଖୁବ୍‌ ଶୀଘ୍ର ଦେଶରେ ସୁନା ଉତ୍ପାଦନ କରିବା ଜିଲ୍ଲାର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏହି ଜିଲ୍ଲାରେ ବାହାରିଥିବା ଏକ ନୂଆ ସୁନା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ବିଜୁଳି ଓ କୋଇଲା ଉତ୍ପାଦନରେ ନାଁ…