Below header

ମଧ୍ୟପ୍ରଦେଶର ଏହି ସହରରେ ରହିଛି ଲକ୍ଷ ଲକ୍ଷ ଟନ୍‌ର ସ୍ୱର୍ଣ୍ଣ ଭଣ୍ଡାର, ଖୁବ୍‌ ଶୀଘ୍ର ହେବ ନିଲାମ

 ଭୋପାଳ :  ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲା ଖୁବ୍‌ ଶୀଘ୍ର ଦେଶରେ ସୁନା ଉତ୍ପାଦନ କରିବା ଜିଲ୍ଲାର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏହି ଜିଲ୍ଲାରେ ବାହାରିଥିବା ଏକ ନୂଆ ସୁନା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ।

 

ଦେଶରେ ବିଜୁଳି ଓ କୋଇଲା ଉତ୍ପାଦନରେ ନାଁ କରିଥିବା ସିଙ୍ଗରୋଲି ଜିଲ୍ଲା ଏବେ ସୁନା ଉତ୍ପାଦନ କରିବ ବୋଲି ଜଣାପଡ଼ିଛି । ସିଙ୍ଗୋରିଲି ଜିଲ୍ଲାରେ ଦୁଇଟି ସୁନା ଖଣି ବାହାରିଥିବା ବେଳେ ଚିତରଙ୍ଗୀ ଅଞ୍ଚଳରେ ଗୋଟିଏ ସୁନା ବ୍ଲକ ନିର୍ମାଣ ସରିଥିବା ଜଣାଯାଇଛି ।

gold-2

କୋଇଲା ସହ ଏବେ ସିଙ୍ଗୋରିଲି ଜିଲ୍ଲା ସୁନା ଉତ୍ପାଦନ କରିବା ଜିଲ୍ଲାର ମାନ୍ୟତା ପାଇବ ବୋଲି ଜଣେ ଖଣିଜ ଅଧିକାରୀ ପ୍ରକାଶ କରିଛନ୍ତ । ଏହା ଦ୍ୱାରା ଜିଲ୍ଲାରେ ଲୋକଙ୍କୁ ରୋଜଗାର ମିଳିବା ସହ ରାଷ୍ଟ୍ରରେ ଏକ ନୂଆ ପରିଚୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.