Below header

ଓଡିଶାର ପ୍ରଥମ ମହିଳା ଆଇପିଏସ୍ ସୌମ୍ଯା ମିଶ୍ର ହେଲେ ରାଜ୍ଯ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ମହାନିର୍ଦ୍ଦେଶକ

କଟକ(କେନ୍ଯୁଜ୍): ଓଡିଶାର ପ୍ରଥମ ମହିଳା ଆଇପିଏସ୍ ଡକ୍ଟର ସୌମ୍ଯା ମିଶ୍ର ରାଜ୍ଯ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ଯ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଡ଼. ମିଶ୍ର ହେଉଛନ୍ତି ୧୯୯୪ ବ୍ଯାଚ ତେଲେଙ୍ଗାନା କ୍ଯାଡରର  ଆଇପିଏସ୍ ଅଫିସର । ସେ ଡେପୁଟେସନରେ ଓଡିଶା ଆସିବା ପରେ ତାଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିଯୁକ୍ତି ନିର୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.