Below header

ସୌରୀନ ଭଟ୍ଟ ଫେରାର ମାମଲା, ସୌରୀନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା କମିଶନରେଟ୍ ପୋଲିସ୍

ବଲିଉଡ୍ ଗାୟକ ସୌରୀନ ଭଟ୍ଟ ଫେରାର ମାମଲା। ସୌରୀନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା କମିଶନରେଟ୍ ପୋଲିସ୍। ଦୁଇଟି ଯାକ ବ୍ୟାଙ୍କ୍ ଆକାଉଣ୍ଟ୍ କୋଲକାତାର ଥିବା ସୂଚନା। ତାଙ୍କ ସହ ଜଡ଼ିତ ଅନ୍ୟ ଆକାଉଣ୍ଟ୍ କୁ ମଧ୍ୟ ଫ୍ରୀଜ୍ କରାଯିବ।

ବଲିଉଡ୍ ଗାୟକ ସୌରୀନ ଭଟ୍ଟ ଫେରାର ମାମଲା। ସୌରୀନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା କମିଶନରେଟ୍ ପୋଲିସ୍। ଦୁଇଟି ଯାକ ବ୍ୟାଙ୍କ୍ ଆକାଉଣ୍ଟ୍ କୋଲକାତାର ଥିବା ସୂଚନା। ତାଙ୍କ ସହ ଜଡ଼ିତ ଅନ୍ୟ ଆକାଉଣ୍ଟ୍ କୁ ମଧ୍ୟ ଫ୍ରୀଜ୍ କରାଯିବ।

ପୂର୍ବରୁ ସୌରିନ୍ ଙ୍କ ଉପରେ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ। କୋଲକାତା ଯାଇଥିଲା ପୋଲିସ । ହେଲେ ସୌରିନଙ୍କୁ ନପାଇ ଖାଲି ହାତରେ ଫେରିଛି ପୋଲିସ । ଯଦି ସୌରିନ ପୋଲିସରେ ହାଜର ନହୁଅନ୍ତି, ତେବେ କୋର୍ଟ ଜରିଆରେ ତାଙ୍କୁ ଜାମିନ ବିହୀନ ଗିରଫ ପରଓ୍ଵାନା ପଠାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.