ଆରଟିଆଇ କର୍ମୀଙ୍କୁ ସୂଚନା ନଦେବା ଅଭିଯୋଗରେ ଏସପି ନୀତି ଶେଖରଙ୍କୁ ୧ଲକ୍ଷ ଟଙ୍କାର ଜରିମାନା

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଏସପି ନୀତି ଶେଖରଙ୍କୁ ୧ଲକ୍ଷ ଟଙ୍କା ଜରିମାନା । ଆରଟିଆଇ କର୍ମୀଙ୍କୁ ସୂଚନା ନଦେବାରୁ ତାଙ୍କ ଉପରେ ଏହି ଜରିମାନା କରାଯାଇଛି । ୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ଟି ମାମଲାରେ ଭୋଗରାଇ ଅଞ୍ଚଳର ସୁବ୍ରତ ବେହେରାଙ୍କୁ ଗିରଫ

ଘଟଣାର ଆରଟିଆଇ ତଥ୍ୟ ମାଗିଥିଲେ କର୍ମୀ ବନଜା ମଞ୍ଜରୀ ମିଶ୍ର । ହେଲେ ଉପଯୁକ୍ତ ସୂଚନା ନମିଳିବାରୁ ସେ ଭୁବନେଶ୍ୱର ରାଜ୍ୟ ସୁଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ମାମଲାରେ ଶୁଣାଣି କରି ୭ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.