ତିନିଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭିତ୍ତିଭୂମି ବିକାଶ ଦିଗରେ ନେବେ ପଦକ୍ଷେପ

କେନ୍ଯୁଜ୍: ତିନିଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୋ ସ୍କୁଲ ଅଭିଯାନରେ ସେ କାଟକପୁର ସରକାରୀ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ, ନିଜ ଗାଁ ବାଲିଡିଆ ପ୍ରାଥମିକ ବିଦ୍ୟାଳୟ ଓ ବାଲେଶ୍ୱର ଜିଲ୍ଲାର ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଏସବୁ ସ୍କୁଲ ଭିତ୍ତିଭୂମି ବିକାଶ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.