Browsing Tag

schools

ଆଜି ଶ୍ରୀପଞ୍ଚମୀ, ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନୁଷ୍ଠାନରେ ପୂଜା ପାଉଛନ୍ତି ବାଗଦେବୀ ମା’ ସରସ୍ବତୀ

ମୟୁରଭଞ୍ଜ: ଆଜି ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ ।  ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ ।  ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ ।  ଜଣେ ମଙ୍ଗଳକାରିଣୀ ଦେବୀ ଭାବେ…

ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ କାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ କାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ୫ ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜରେ ଛୁଟି ଘୋଷଣା କଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ । ବାତ୍ୟା ପ୍ରଭାବରେ ସଂପୃକ୍ତ ଜିଲ୍ଲାରେ ଅତ୍ୟଧିକ ବର୍ଷା ଜାରି…

ରାଜ୍ୟରେ ଲଗାଣ ବର୍ଷା: ଆଜି ମାଲକାନଗିରି, କୋରାପୁଟ ଓ ଗଞ୍ଜାମରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି /କୋରାପୁଟ / ଗଞ୍ଜାମ : ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି…

ଆଜିଠୁ ତିନି ଦିନ ସ୍କୁଲ ଛୁଟି, ଖରାକୁ ଦୃଷ୍ଟିରେ ରଖି ଘୋଷଣା

ଭୁବନେଶ୍ୱର : ଆଜିଠୁ ତିନି ଦିନ ସ୍କୁଲ ଛୁଟି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ୨୦ ତାରିଖ ଯାଏ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ, ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ…

ସ୍କୁଲରେ ନିଷେଧ ହେବ କି ସ୍ମାର୍ଟ ଫୋନ୍‌? ଜାଣନ୍ତୁ ଏପରି ରିପୋର୍ଟ ଦେଲା ୟୁନେସ୍କୋ

ବର୍ତ୍ତମାନ ସମୟରେ ଫୋନ୍‌ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଯାଉଛି । ବଡ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କୁ ଏହାର ନିଶା ଅଧିକ ଧରିଛି । ୟୁନେସ୍କୋ ଶିକ୍ଷା କ୍ଷେତ୍ରରେ ନିଜର ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟ ଅନୁଯାୟୀ, ସ୍କୁଲକୁ ସ୍ମାର୍ଟ ଫୋନ୍‌ ନିଷେଧ କରିବା ପାଇଁ ଆଦେଶ ଦେଇଛି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା। ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ…

୧୯ ଓ ୨୦ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ଵାଡି ବନ୍ଦ ରହିବ

କେନ୍ୟୁଜ (ବ୍ୟୁରୋ) : ରାଜ୍ୟ ଏବେ ପାଲଟିଛି ତତଲା ତାଉଆ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ସକାଳ ୯ଟାରୁ ଉତ୍ତାପ ୩୨ ଡିଗ୍ରୀ ପାର ହେଉଛି । ଆଜି ରାଜ୍ୟରେ ୨୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସର୍ବାଧିକ ଝାରସୁଗୁଡାରେ…

ବଦଳୁଛି ସରକାରୀ ସ୍କୁଲର ରୂପରେଖ: ଆଜି ୪୪୫ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବଦଳୁଛି ସରକାରୀ ସ୍କୁଲର ରୂପରେଖ। ଆଜି ୪୪୫ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ। ବାଲେଶ୍ୱରର ୧୩୫, ପୁରୀ ୯୫, ନୟାଗଡ଼ର…

ତିନିଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭିତ୍ତିଭୂମି ବିକାଶ ଦିଗରେ ନେବେ…

କେନ୍ଯୁଜ୍: ତିନିଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୋ ସ୍କୁଲ ଅଭିଯାନରେ ସେ କାଟକପୁର ସରକାରୀ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ, ନିଜ ଗାଁ ବାଲିଡିଆ ପ୍ରାଥମିକ ବିଦ୍ୟାଳୟ ଓ ବାଲେଶ୍ୱର ଜିଲ୍ଲାର ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ…

ଅଗଷ୍ଟ ପରେ ଖୋଲିପାରେ ସ୍କୁଲ୍‌ : ସୂଚନା ଦେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜଗୁଡିକୁ ଅଗଷ୍ଟ ମାସ ପରେ ଖୋଲିବାକୁ ଯୋଜନା କରାଯାଉଛି ବୋଲି ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରୀ ରମେଶ ପୋଖରିଓ୍ଵାଲ୍‌ ପ୍ରକାଶ କରିଛନ୍ତି । ଏଥି ପୂର୍ବରୁ ଜୁନ ମାସରେ ସ୍କୁଲ୍‌ ଓ କଲେଜ୍‌ ଖୋଲିବା ନେଇ ପ୍ରକାଶ…