Below header

ମେଣ୍ଟ ଚର୍ଚ୍ଚାକୁ ପୁଣି ରାଜ୍ୟ ବିଜେପିର ଖଣ୍ଡନ, ଦୋହରାଇଲେ ଲତା ଉସେଣ୍ଡି

ମେଣ୍ଟ ଚର୍ଚ୍ଚାକୁ ପୁଣି ରାଜ୍ୟ ବିଜେପିର ଖଣ୍ଡନ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମାରଙ୍କ କଥାକୁ ଦୋହରାଇଲେ ଲତା ଉସେଣ୍ଡି।

ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚାକୁ ପୁଣି ରାଜ୍ୟ ବିଜେପିର ଖଣ୍ଡନ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମାରଙ୍କ କଥାକୁ ଦୋହରାଇଲେ ଲତା ଉସେଣ୍ଡି। ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚକୁ ଖଣ୍ଡନ କଲେ ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ । ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ । ସବୁ ସିଟରେ ଲଢେଇ ପାଇଁ ବିଜେପି ପ୍ରସ୍ତୁତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.