Browsing Tag

alliance

ଓଡ଼ିଶାରେ ମେଣ୍ଟ ସମ୍ଭାବନା ଅଧିକ, ନିଷ୍ପତ୍ତି ଶୁଣାଇବେ କେନ୍ଦ୍ରୀୟ ନେତୃତ୍ବ

ଓଡ଼ିଶାରେ ମେଣ୍ଟ ସମ୍ଭାବନା ଅଧିକ । ଏଥର ଦିଲ୍ଲୀରେ ନିଷ୍ପତ୍ତି ଶୁଣାଇବେ କେନ୍ଦ୍ରୀୟ ନେତୃତ୍ବ । ରାଜ୍ୟ ବିଜେପି ନେତୃତ୍ବଙ୍କୁ ନିଷ୍ପତ୍ତି ଜଣାଇବେ । ଦିନେ ଦୁଇ ଦିନ ଭିତରେ ମେଣ୍ଟ ନେଇ ଚୂଡ଼ାନ୍ତ ଘୋଷଣା ହୋଇପାରେ । ରାଜ୍ୟ ବିଜେପି ନେତା ପୁଣି ଦିଲ୍ଲୀ ଯିବା ପରେ ମେଣ୍ଟ ନେଇ ଚୂଡ଼ାନ୍ତ…

ମେଣ୍ଟ ଚର୍ଚ୍ଚାକୁ ପୁଣି ରାଜ୍ୟ ବିଜେପିର ଖଣ୍ଡନ, ଦୋହରାଇଲେ ଲତା ଉସେଣ୍ଡି

ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚାକୁ ପୁଣି ରାଜ୍ୟ ବିଜେପିର ଖଣ୍ଡନ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମାରଙ୍କ କଥାକୁ ଦୋହରାଇଲେ ଲତା ଉସେଣ୍ଡି। ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚକୁ ଖଣ୍ଡନ କଲେ ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା…

ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଚିତ୍ର କେବେ ସ୍ପଷ୍ଟ ହେବ ଏବେ ତାକୁ ଅପେକ୍ଷା

ବିଜେପି ରାଜ୍ଯ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ବି ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ଆସନ ବୁଝାମଣା ଚିତ୍ର ଏବେବି ଅସ୍ପଷ୍ଟ । କିଏ କେତେ ଆସନରେ ଲଢ଼ିବେ ତାକୁ ନେଇ ବିଭିନ୍ନ ମହଲରେ ଚାଲିଛି ନାନା ଚର୍ଚ୍ଚା । ଅଧିକାଂଶ ସଂଖ୍ୟା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ । ଚିତ୍ର…

ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ, ମନା କଲେ ମନମୋହନ

ଭୁବନେଶ୍ୱର : ନିର୍ବାଚନ ନେଇ କେନ୍ଦ୍ରରେ ନିର୍ବାଚନ ପ୍ରସ୍ତୁତି ମିଟିଂ ଓ ଅନ୍ୟ କଥାକୁ ନେଇ ଶୀର୍ଷ ନେତୃତ୍ ସହ କଥା ବାର୍ତ୍ତା ହେଲା। ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ। ସଫା ସଫ ମନା କଲେ ମନମୋହନ କହିଲେ କିଛି ବି ମେଣ୍ଟ ବିଷୟରେ ଆଲୋଚନା କି ଚର୍ଚ୍ଚା ହୋଇନି। ଆଗରୁ…

ମେଣ୍ଟ ନିଷ୍କର୍ଷ ବାହାରି ନାହିଁ, ଆସନ ଭାଗବଣ୍ଟା ଆଲୋଚନା ଚାଲିଛି

ଭୁବନେଶ୍ୱର : ବିଜେପି-ବିଜେଡି ମଧ୍ୟରେ ଆସନ ଭାଗବଣ୍ଟା ଆଲୋଚନା ଚାଲିଛି। କିନ୍ତୁ ନିଷ୍କର୍ଷ ବାହାରି ପାରୁ ନାହିଁ। ବିଧାନସଭା ଅପେକ୍ଷା ୨୧ ଲୋକସଭା ଆସନ ପାଇଁ ଶୀଘ୍ର ନିଷ୍ପତ୍ତି ହୋଇପାରେ। ଦୁଇ ଦଳ ନିଜ ସ୍ବାର୍ଥ ରକ୍ଷା କରିବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଦିଲ୍ଲୀରେ ଆଲୋଚନା ଆରମ୍ଭ…

ମେଣ୍ଟ ଫର୍ମୂଲା ଉପରେ ସମସ୍ତଙ୍କର ନଜର, ଆସନ ବୁଝାମଣା ନେଇ ବିଚାରବିମର୍ଶ ଚାଲିଛି

ବିଜେପି-ବିଜେଡି ମେଣ୍ଟର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ମେଣ୍ଟ ଫର୍ମୂଲା ଉପରେ ସମସ୍ତଙ୍କର ନଜର । କେଉଁ ଆଧାରରେ ହେବ ଆସନ ବୁଝାମଣା, କଣ ରହିବ ମାନଦଣ୍ଡ ତାକୁ ନେଇ ବିଚାରବିମର୍ଶ ଚାଲିଛି । କାହାକୁ କେତେ ଆସନ ମିଳିବ ତାର ଚିତ୍ର ଏପପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବିଜେପିକୁ ୧୩ ଲୋକସଭା ସିଟ୍ ଓ…

ପୁଣି ଜୋର ଧରିଲା ତୃତୀୟ ସାମ୍ମୁଖ୍ୟ ଚର୍ଚ୍ଚା, କେନ୍ଦ୍ର ବିରୋଧରେ ଏକାଠି ହେବେ ଅଣ ବିଜେପି ଶାସିତ ରାଜ୍ୟର…

କେନ୍ୟୁଜ୍(ବ୍ୟୁରୋ):ପୁଣି ଜୋର ଧରିଲା ତୃତୀୟ ସାମ୍ମୁଖ୍ୟ ଚର୍ଚ୍ଚା। ଏକାଠି ହେବେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବାହାରେ ଖୁବଶୀଘ୍ର ସେମାନଙ୍କ ବୈଠକ ବସିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ କଥା ହେବା ପରେ ଏହି ସୂଚନା ଦେଇଛନ୍ତି…