Below header

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଧାଦିନ ବନ୍ଦ ରହିବ ସରକାରୀ ଅଫିସ, ରାଜ୍ୟ ସରକାର କଲେ ଛୁଟି ଘୋଷଣା

ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁୟାରୀ ୨୨ ତାରିଖରେ ବନ୍ଦ ରହିବ ରାଜ୍ୟ ସରକାରୀ କାର୍ଯ୍ୟାଳୟ ।

ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁୟାରୀ ୨୨ ତାରିଖରେ ବନ୍ଦ ରହିବ ରାଜ୍ୟ ସରକାରୀ କାର୍ଯ୍ୟାଳୟ । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ଅଧା ଦିନ ଛୁଟି । ଏହି ସମାରୋହରେ ଭାଗ ନେବାକୁ କର୍ମଚାରୀଙ୍କୁ ସୁଯୋଗ ଦେବା ପାଇଁ ଏହି ଛୁଟି ଘୋଷଣା ହୋଇଛି। ଜାନୁୟାରୀ ୨୨ ତାରିଖ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ  ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟଗୁଡିକ ବନ୍ଦ ରହିବ ବୋଲି ନୋଟିସ ଜାରି ହୋଇଛି। କେନ୍ଦ୍ର ସରକାରଙ୍କ ସହ  ବହୁ ରାଜ୍ୟ ସରକାର ମଧ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ଛୁଟି ଘୋଷଣା କରି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.