ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନା, ଉପସ୍ଥିତ ରହିବେ ରାଷ୍ଟ୍ରପତିଙ୍କ ସହିତ ବିଦେଶରୁ ଆସିଥିବା ଅତିଥି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିନ୍ଦୁ ନବବର୍ଷ ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ରାଷ୍ଟ୍ରପତି ମନ୍ଦିରରେ ଶୁଭ ଅଭିଜିତ ମୁହୂର୍ତ୍ତ ୧୧.୫୫ ମିନିଟରେ ଶ୍ରୀରାମ ଯନ୍ତ୍ର ସ୍ଥାପନା ଏବଂ ପୂଜା କରିବେ । ଏହି ଖାସ୍ ସମାରୋହରେ ପାଖାପାଖି…