Browsing Tag

ayodhya ram mandir

ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ, ଆହତ ହେଲେ PAC ଯବାନ

ଗତ କାଲି ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ରାମ ଜନ୍ମଭୂମି ପରିସରରେ ଡିୟୁଟି କରୁଥିବା ସମୟରେ ଜଣେ PAC ଯବାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଛି । ତେବେ ଛାତିରେ ଗୁଳି ବାଜିବାରୁ ଏହି ସୈନିକଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର…

ଅଯୋଧ୍ୟାରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ସ୍ୱାମୀ ନିକ୍‌ ଜୋନସ୍‌ ଓ ଝିଅ ମାଳତୀ ମେରୀ ସହ କଲେ ରାମଲାଲାଙ୍କୁ ଦର୍ଶନ

କିଛି ମାସ ବ୍ୟବଧାନରେ ପୁଣି ଭାରତ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ମୁମ୍ବାଇରେ ପହଞ୍ଚିବା ପରେ ଅଯୋଧ୍ୟା ଯାଇ ସେଠାରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସ୍ୱାମୀ ନିକ୍‌ ଜୋନସ୍‌ ଓ ଝିଅ ମାଳତୀ ମେରୀ ଚୋପ୍ରା ଜୋନସ୍‌ଙ୍କ ସହ ପ୍ରିୟଙ୍କା ଅଯୋଧ୍ୟାରେ ପହଞ୍ଚିଥିଲେ ।…

ଅଯୋଧ୍ୟା ରାମ ମନ୍ଦିର ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର, ସରକାର ଅଧିଗ୍ରହଣ କରିବେ ୫୦ ଏକର ଜମି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର । ଉତ୍ତର ବିହାରର ସୀତାମଢ଼ି ଜିଲ୍ଲାରେ ମାତା ସୀତାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ବିହାର ସରକାର ସୀତାମଢ଼ିରେ ଥିବା ବର୍ତ୍ତମାନର ମନ୍ଦିର ଚାରିପାଖରେ ୫୦ ଏକର…

ରାମନବମୀରେ ୨୪ ଘଣ୍ଟା ହେବ ରାମଲାଲାଙ୍କ ଦର୍ଶନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏ ନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ । ଏହି ସମୟରେ ସେ ନବରାତ୍ରିର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ରାମଲାଲାଙ୍କ ମନ୍ଦିରରେ ୨୪ ଘଣ୍ଟିଆ…

ମଧ୍ୟପ୍ରଦେଶ: ସବୁଠୁ ବଡ଼ ନଗାଡ଼ା ପ୍ରସ୍ତୁତ, ମାର୍ଚ୍ଚ ୧୩ରେ ପଠାଯିବ ଅଯୋଧ୍ୟା…ପ୍ରତିଷ୍ଠା ହେବ ବିଶ୍ୱ ରେକର୍ଡ

ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ନଗାଡ଼ା ପ୍ରସ୍ତୁତ ହୋଇଛି । ନଗାଡ଼ାର ଓଜନ ୧ ଟନ୍‌ ଥିବାବେଳେ ଉଚ୍ଚତା ୬ ଫୁଟ୍‌ ଏବଂ ଚଉଡ଼ା ୧୧ ଫୁଟ୍‌ ରହିିଛି । ଅଯୋଧ୍ୟାସ୍ଥିତ ଭଗବାନ ରାମଙ୍କୁ ଏହି ନଗାଡ଼ା ସମର୍ପଣ କରାଯିବ ।…

ଦ୍ୱିତୀୟ ଥର ଅଯୋଧ୍ୟାରେ ପହଞ୍ଚିଲେ ଅମିତାଭ ବଚ୍ଚନ, ୧୭ ଦିନ ପରେ ପୁଣି କଲେ ରାମଲାଲାଙ୍କୁ ଦର୍ଶନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅତିଥି ଭାବରେ ଯୋଗଦେଇଥିଲେ । ଏବେ ଅମିତାଭ ବଚ୍ଚନ ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ଶୁକ୍ରବାର ପୁଣିଥରେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଠାରେ ସେ ରାମଲାଲାଙ୍କୁ ଦର୍ଶନ…

ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ରୁପା ଝାଡୁ ଦାନ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଭକ୍ତଙ୍କ ରୁପା ଝାଡୁ ଦାନ । ଅଖିଳ ଭାରତୀୟ ମଙ୍ଗ ସମାଜ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟକୁ ଏହି ସୁନ୍ଦର ରୁପାର ଝାଡୁ ପ୍ରଦାନ କରିଛନ୍ତି । ରାମଲାଲାଙ୍କ ଗର୍ଭଗୃହକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ପାଇଁ ଏହି ଝାଡୁକୁ ବ୍ୟବହାର କରିବା ନିମନ୍ତେ ଅନୁରୋଧ…

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ରାମଲାଲାଙ୍କ ଦର୍ଶନ ପାଇଁ ଆଉ ଘଣ୍ଟାଏ ବଢିଲା ସମୟ

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସମସ୍ତେ ଭଗବାନଙ୍କ ଝଲକ ଦେଖିବା ପାଇଁ ବ୍ୟସ୍ତ ହୋଇପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ଦର୍ଶନ ସମୟ ୧ ଘଣ୍ଟା ବଢାଇ ଦିଆଯାଇଛି । ପ୍ରତିଦିନ ଭକ୍ତ ସକାଳ ୮ଟାରୁ…

ଅଯୋଧ୍ୟା ରାମ ମନ୍ଦିରକୁ ମୁକେଶ ଅମ୍ବାନୀ କଣ ଦେଇଥିଲେ ଉପହାର ?

ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ ବିରାଜମାନ କରି ଭକ୍ତଙ୍କୁ ଦିବ୍ୟ ରୂପରେ ଦର୍ଶନ ଦେଇଛନ୍ତି । ଆଉ ପ୍ରଭୁ ଶୀରାମଙ୍କ ପାଇଁ କିଏ କେତେ ଉପହାର ଦେଇଛନ୍ତି । ଯାହାର ତାଲିକା କହିଲେ ନସରେ । ତେବେ ଏହି…

ଛୁଟି ଦେବା ପାଇଁ ରାଜି ହେଲାନି ମାଲିକ, ରାମଙ୍କ ଦର୍ଶନ ପାଇଁ ଛାଡ଼ିଦେଲେ ଚାକିରି

ଭାରତୀୟ ଏବଂ ରାମ ଭକ୍ତଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇଯାଇଛି । ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରତିମାକୁ ମନ୍ଦିରରେ ସ୍ଥାପିତ କରାଯାଇଛି । କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶର ଲୋକମାନେ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା…

ରାମଲାଲାଙ୍କ ଦର୍ଶନ ପାଇଁ ଦ୍ୱୀତିୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ, ବୟସ୍କ ଏବଂ ଦିବ୍ୟାଙ୍ଗ ୨ ସପ୍ତାହ ନ ଆସିବାକୁ ଅପିଲ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପହଞ୍ଚିଛି । ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଏକଜୁଟ ହୋଇପଡିଛି । ରାତିରୁ ରାମମନ୍ଦିର ବାହାରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହା…

ପ୍ରତିବର୍ଷ ଅଯୋଧ୍ୟା ଆସି ପାରନ୍ତି ୫ କୋଟି ପର୍ଯ୍ୟଟକ ! ମକ୍କା, ଭାଟିକାନ୍‌ ସିଟିଠାରୁ ଢେର୍‌ ଅଧିକ ରହିବ ସଂଖ୍ୟା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ଦ୍ୱାରା ପ୍ରତିବର୍ଷ ଅତି କମ୍‌ରେ ୫ କୋଟି ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି, ଯାହାକି ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାଠାରୁ ଢେର୍‌ ଅଧିକ । ବିଶ୍ୱସ୍ତରରେ ମଧ୍ୟ ଯେତିକି ପର୍ଯ୍ୟଟକ ମକ୍କା ଓ ଭାଟିକାନ୍…