Below header
Browsing Tag

ayodhya ram mandir

ପ୍ରତିବର୍ଷ ଅଯୋଧ୍ୟା ଆସି ପାରନ୍ତି ୫ କୋଟି ପର୍ଯ୍ୟଟକ ! ମକ୍କା, ଭାଟିକାନ୍‌ ସିଟିଠାରୁ ଢେର୍‌ ଅଧିକ ରହିବ ସଂଖ୍ୟା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ଦ୍ୱାରା ପ୍ରତିବର୍ଷ ଅତି କମ୍‌ରେ ୫ କୋଟି ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି, ଯାହାକି ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାଠାରୁ ଢେର୍‌ ଅଧିକ । ବିଶ୍ୱସ୍ତରରେ ମଧ୍ୟ ଯେତିକି ପର୍ଯ୍ୟଟକ ମକ୍କା ଓ ଭାଟିକାନ୍…

ଅଯୋଧ୍ୟାରେ ଅସମ୍ଭାଳ ଭିଡ଼, ସମସ୍ତ ଭକ୍ତ ଆଜି କରିପାରିବେ ନାହିଁ ଦର୍ଶନ !

ଅଯୋଧ୍ୟାରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଆଉ ରାମ ମନ୍ଦିରରେ ଭିଡ଼ । ଆଜି ସକାଳ ୮ଟାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀରାମ । ଜନସମୁଦ୍ର ପାଲଟିଛି ମନ୍ଦିର ପରିସର । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତିରୁ ଲାଗିଛି ଭକ୍ତଙ୍କ ଭିଡ଼ । ହଜାର…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ଏହାର ଝଲକ

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ରାମ ଭକ୍ତଙ୍କ ଉତ୍କଣ୍ଠା। ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଉତ୍ସାହରେ ପାଳିଥିଲେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ।…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଚାରି ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛୁଟି ଦେଲା ରିଲାଏନ୍ସ

ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହକୁ ଦୃଷ୍ଟିରେ ରଖି ନିଜ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି । ଏଥିସହ…

ରାମମନ୍ଦିରକୁ ମିଳିଛି କୋଟି କୋଟି ଟଙ୍କାର ଦାନ, ସବୁଠୁ ଆଗରେ ରହିଛନ୍ତି ଭାରତୀୟ ସେଲିବ୍ରିଟି

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କଲେ । ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ, ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ । ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କଲେ । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି…

ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି…

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲିକପ୍ଟରରୁ ନେଲେ ଭିଡିଓ

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ୧୦.୩୦ ମିନିଟରେ ଅଯୋଧ୍ୟା ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏହାପରେ ୧୦.୪୫ ହେଲିକପ୍ଟର ଯୋଗେ ରାମ ମନ୍ଦିରରେ ପହଞ୍ଚିଛନ୍ତି । ଦ୍ୱିପ୍ରହର ୧୨.୦୫-୧୨.୫୫ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପୂଜାରେ ସାମିଲ ହେବେ ମୋଦି । ଏହାପରେ ୧ଟାରେ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ଼ ଷ୍ଟାର

ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସମାରୋହରେ ସମଗ୍ର ଦେଶର ଲୋକମାନେ ରାମଙ୍କ ପ୍ରତି ଭକ୍ତିରେ ବୁଡି ରହିଛନ୍ତି ଏବଂ ରାମଙ୍କ ନାମ ସବୁଆଡେ ଶୁଣିବାକୁ ମିଳୁଛି । ଆଜି ସମସ୍ତ ସ୍ଥାନରେ କେବଳ ଗୋଟିଏ ନାମ ରହିଛି, ଏହା ସହ ସମସ୍ତଙ୍କ ମୁହଁରେ ଜୟ ଶ୍ରୀ ରାମଙ୍କ…

‘ରାମ’ ନାମରେ ସଜେଇ ହେଲା ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ, ମନ ମୋହୁଛି ଭିଡିଓ

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଲାଗି ରହିଛି । ଆଉ ଦେଶର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ମଧ୍ୟ ପ୍ରଭୁ ରାମଙ୍କ ନାମରେ ସଜେଇ ହୋଇଛି । ଆଣ୍ଟିଲିଆ ଜୟ ଶ୍ରୀ ରାମ ଏବଂ ଆଲୋକରେ ଦୀପ ସହିତ ସଜେଇ ହୋଇଛି । ରାମ ମନ୍ଦିରର ସମ୍ମାନକୁ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ଗୁଣୁପୁର ସହରରେ ଖୁସିର ମାହୋଲ, ତିଆରି ହୋଇଛି ୧୪ ଫୁଟର ଦୀପ

ପୂରଣ ହୋଇଛି ଦୀର୍ଘ ୫ଶହ ବର୍ଷର ଅପେକ୍ଷା । ଭକ୍ତିମୟ ପରିବେଶରେ ଅଯୋଧ୍ୟାର ରୂପ ବଦଳିଛି । ଆଜି ମନ୍ଦିରରେ ବିରଜମାନ କରିବେ ରାମଲଲା । ବେଦ ପାଠ ଓ ମନ୍ତ୍ର ଧ୍ୱନିରେ ଉଛୁଳି ଉଠୁଛି ରାମ ମନ୍ଦିର । ସମଗ୍ର ଦେଶରେ ଶୁଭୁଛି ଜୟ ଶ୍ରୀ ରାମ । ଦେଶ ଠାରୁ ଆରମ୍ଭ କରି ଗାଁ ଗାଁରେ ଶ୍ରୀରାମଙ୍କ ପ୍ରାଣ…

ଅଯୋଧ୍ୟା ଯିବେନି ଲାଲକୃଷ୍ଣ ଆଡଭାନୀ, ଥଣ୍ଡା ପାଗ ଯୋଗୁଁ ଗସ୍ତ ବାତିଲ

ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି । ଥଣ୍ଡା ଓ ପାଗ ଖରାପ ଯୋଗୁଁ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି । ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।…