ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ

ପଦ୍ମପୁର (କେନ୍ୟୁଜ୍) : ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ । ବରଗଡ଼ ପଦ୍ମପୁର ଝାରବନ୍ଧ ନୋଡାଲ ସ୍କୁଲର ଶିକ୍ଷୟିତ୍ରୀ ଶ୍ରଦ୍ଧାମଞ୍ଜରୀ ବାଗ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଙ୍କ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଛନ୍ତି ।

teacherଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଶିକ୍ଷୟିତ୍ରୀ କହିଛନ୍ତି, ପିଲାଟି ତାର ସହଯୋଗୀ ଛାତ୍ରଙ୍କୁ ଖରାପ ବ୍ୟବହାର କରୁଥିବାରୁ, ସେ ମାଡ଼ ମାରିଥିଲେ । ତାଙ୍କ ବିରୋଧରେ ଅଭିଯୋଗ ନେଇ ସେ ସ୍କୁଲ କମିଟି ଓ ବିଇଓଙ୍କୁ ଜଣାଇଛନ୍ତି ।

 

Leave A Reply

Your email address will not be published.