ଭୁବନେଶ୍ୱର ପରେ ଦବିଲା କଟକ କାଠଯୋଡ଼ି ପୋଲ, ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର ପଳାଶୁଣି ବ୍ରିଜ ପରେ କଟକରେ ଦବିଲା ପୋଲ। କଟକରେ ଗୋପାଳପୁର-ଲିଙ୍କରୋଡ ରାସ୍ତାରେ ଦବିଲା କାଠଯୋଡ଼ି ପୋଲ। ୧୬ନଂ ଜାତୀୟ ରାଜପଥର ପ୍ରେସଛକ ଓଭରବ୍ରିଜ ଓ କାଠଯୋଡ଼ି ପୋଲର ସଂଯୋଗ ସ୍ଥଳ ଦବି ଯାଇଛି। ଏହାଦ୍ୱାରା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା ଅଂଶ ଦେଇ ଗା଼ଡି ଚଳାଚଳକୁ ବନ୍ଦ ରଖାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.