Below header

ଟ୍ରେନ୍ ଲାଇନରେ ଜୀବନ ହାରିବାକୁ ଉଦ୍ୟମ,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ

ଟ୍ରେନ୍ ଲାଇନରେ ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଟ୍ରେନ ଆସୁଥିବାବେଳେ ଧାରଣା ଉପରେ ଶୋଇପଡିଲେ ଯୁବକ। ଟ୍ରେନ ଧକ୍କାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ବ୍ରହ୍ମହପୁର (କେନ୍ୟୁଜ): ଟ୍ରେନ୍ ଲାଇନରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଖଲ୍ଲିକୋଟ ଷ୍ଟେସନରେ ଅଘଟଣ । ଟ୍ରେନ ଆସୁଥିବାବେଳେ ଧାରଣା ଉପରେ ଶୋଇପଡିଲେ ଯୁବକ । ଟ୍ରେନ ଧକ୍କାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛି ଆରପିଏଫ୍ । ଆହତ ଯୁବକ ଜଣକ ଝାଡ଼ଖଣ୍ଡ ଅଞ୍ଚଳର । ତେବେ ଯୁବକଙ୍କ ଆତ୍ମହତ୍ୟାର କାରଣ ଜଣାପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.