Below header

ଦୁର୍ଘଟଣା ନୁହେଁ ଅନ୍ଧ ବିଶ୍ବାସ ନେଲା ଜୀବନ

ବାଲେଶ୍ୱର(କେନ୍ୟୁଜ୍) : ଅନ୍ଧ ବିଶ୍ୱାସର ପାଇଁ କୋମାରେ ଥିବା ଜଣେ ବ୍ୟକ୍ତିଙ୍କୁ ପୂଜା ଓ ଝଡାଫୁଙ୍କା, ପରେ ମୃତ୍ୟୁ । ବାଲେଶ୍ୱର ଖଇରା ଥାନା ପାଣିଶାଉଁଳି ଗାଁରେ ଘଟଣା ଘଟିଠି । ଗାଁର ଜାନୁ ସୋରେନଙ୍କୁ ଗତ ୧୯ ତାରିଖ ଦିନ ଏକ ଦୁର୍ଘଟଣାରେ ଗଭୀର ଆଘାତ ଲାଗି ଚେତାଶୂନ୍ୟ ଥିବାରୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅର୍ଥ ଅଭାବରୁ ତାଙ୍କୁ ପରିବାର ଲୋକେ ଘରକୁ ନେଇଆସିଥିଲେ । ପରେ ବାପାକୁ ଭଲ କରିବା ପାଇଁ ତାଙ୍କ ପୁଅ ଗୁଣିଆକୁ ଡାକି ଝଡାଫୁଙ୍କା କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.