Below header

ବିଧାନସଭାରେ ଅତିରିକ୍ତ ବ୍ଯୟ ମଂଜୁରୀ ବିଲ୍ ପାସ୍

ଭୁବନେଶ୍ବର(କେନ୍ଯୁଜ୍) :ବିଧାନସଭାରେ ପାସ୍‌ ହେଲା ଅତିରିକ୍ତ ବ୍ୟୟ ମଂଜୁରୀ ବିଲ । ଏଥିରେ ୧୨ ହଜାର ୭୯୦ କୋଟି ବ୍ୟୟବରାଦ ହୋଇଥିଲା । ସେଭିତରୁ ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩ହଜାର ୨ଶହ କୋଟି ବ୍ୟୟ ବରାଦ ହୋଇଛି । ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଲୋଚନା ସମୟରେ  ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଆଜି ବିଧାନସଭାରେ  ଓଡ଼ିଶା ପୌର ସଂଶୋଧନ ବିଲ୍‌-୨୦୧୮, ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍‌-୨୦୧୮, ବିହାର ଓଡ଼ିଶା ତୀର୍ଥ ସ୍ଥାନ ବିଲ୍‌-୨୦୧୮, ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍‌ ଭଳି ୬ ଟି ବଲକୁ ଗୃହରେ ଆଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.