ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟାଟାଷ୍ଟିଲ ଲିଟେରାରୀ ମିଟ୍‌, ସାହିତ୍ୟ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟାଟାଷ୍ଟିଲ ଲିଟେରାରୀ ମିଟ୍‌ । ସାହିତ୍ୟ କ୍ଷେତ୍ରରେ ବିଗତ ଦଶନ୍ଧି ଭିତରେ ହୋଇଥିବା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା । ଏହାସହ ସାହିତ୍ୟ ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ଦିଗକୁ ନେଇ ଆଲୋଚନା କରିଥିଲେ ଅତିଥି ।

ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କାଲି ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଦିବସରେ ଯୋଗଦେଇଥିଲେ ସାହିତ୍ୟିକ ରମାକାନ୍ତ ରଥ, ଟାଟାଷ୍ଟିଲ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସର୍ବେଶ କୁମାର ଓ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.