ଟିବି ରୋଗ ସଂପର୍କରେ ସଚେତନତା ଓ ରୋଗୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ଟିବି ମିତ୍ର ଆପ୍ ଉନ୍ମୋଚିତ

ଭୁବନେଶ୍ବର (କେନ୍ୟୁଜ୍) : ଟିବି ରୋଗ ସଂପର୍କରେ ସଚେତନତା ଓ ରୋଗୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ଟିବି ମିତ୍ର ଆପ୍ ଉନ୍ମୋଚିତ । ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଷ୍ଟର ଓ ସୂଚନା ପତ୍ର ମଧ୍ୟ ଉନ୍ମୋଚନ ହୋଇଛି । ପ୍ରତିବର୍ଷ ଦେଶରେ ୫୦ ହଜାର ନୂଆ ଟିବି ରୋଗୀ ସୃଷ୍ଟି ହେଉଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଟିବି ସଂପର୍କରେ ନିରାକରଣ ଓ ସଚେତନା ଭଲ ରହିଛି । ଏହାକୁ ଆହୁରି ତ୍ୱରାନ୍ଵିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.