Below header

କଟାମୁଣ୍ଡ ସହ ଗଣ୍ଡି ଫିଙ୍ଗିବା ବେଳେ ଅଟୋ ଚାଳକ ଅଟକ

ପିପିଲି (କେନ୍ୟୁଜ୍): ଡେଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ । ବ୍ରାହ୍ମଣ ତରବୋଇ ଛକ ନିକଟ ପିପିଲି ଡେଲାଙ୍ଗ ରାସ୍ତାରେ ଯୁବକଙ୍କ କଟାମୁଣ୍ଡ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରବା ସହ ଘଟଣାର ତଦନ୍ତ କରୁଛି । ମୃତଦେହ ନିକଟରେ ଏକ ଅଟୋ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.