ଜୟପୁର : ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ, ଦୁଇ କଲେଜ ଛାତ୍ରୀଙ୍କୁ ହ୍ଵାର୍ଟ୍ସଆପ୍‌ରେ କରିଥିଲେ ଅଶ୍ଳୀଳ ମ୍ୟାସେଜ୍‌

ଜୟପୁର (କେନ୍ୟୁଜ୍) : ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ । ଅଧ୍ୟାପକଙ୍କ ବିରୋଧରେ ଆସିଛି ଯୌନ ଶୋଷଣର ଅଭିଯୋଗ । ଜୟପୁର ସରକାରୀ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ବିକାଶ ବେହେରାଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ୨୦୧୮ ମାର୍ଚ୍ଚା ମାସରେ ଦୁଇ କଲେଜ ଛାତ୍ରୀଙ୍କୁ ହ୍ଵାର୍ଟ୍ସଆପ୍‌ରେ ଅଶ୍ଳୀଳ ମ୍ୟାସେଜ୍‌ କରିଥିଲେ । ଏନେଇ ଯୌନ ନିର‌୍ୟାତନା ନିବାରଣ ସେଲ୍‌ରେ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଚଳିତ ମାସ ୨୩ ତାରିଖରେ ଅଭିଯୋଗ ପରେ କଲେଜ କମିଟି ପକ୍ଷରୁ ଉତ୍ତ କର୍ତ୍ତପକ୍ଷଙ୍କୁ ଲିଖିତ ଜଣାଇଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ । ସେପଟେ ଅଭିଯୋଗକୁ ଭିତ୍ତିହୀନ ଓ ଫଶାଇଦେବାକୁ ଉଦ୍ୟମ ହୋଇଥିବା କହିଛନ୍ତି ଅଧ୍ୟାପକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.