ରସୁଲଗଡ ଛକରେ ହାଇଡ୍ରାମା, ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମହିଳା ଖୁଆଇଲେ ଚପଲ ମାଡ
ଭୁବନେଶ୍ୱର (କେନ୍ୟୁଜ) : ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍ ଗାମ୍ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ ହୋଇଗଲେ । ଚାହୁଁ ଚାହୁଁ ରସୁଲଗଡ ଛକରେ ଭିଡ ଜମିଗଲା ଲୋକଙ୍କର…