Below header

ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଅଘଟଣ, ଓଲଟି ପଡିଲା କାର; ୩ ଆହତ

ଭାରସାମ୍ୟ ହରାଇ ଓଲଟି ପଡିଲା କାର । ୩ ଆହତ । ସୁଟିଂ ସାରି ଫେରୁଥିବା ବେଳେ ଜି ଉଦୟଗିରି ଥାନା ଶ୍ରୀକଲା ଘଟିରେ ଦୁର୍ଘଟଣା ଘଟିଛି । ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ରାଇକିଆ (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟି ପଡିଲା କାର । ୩ ଆହତ । ସୁଟିଂ ସାରି ଫେରୁଥିବା ବେଳେ ଜି ଉଦୟଗିରି ଥାନା ଶ୍ରୀକଲା ଘଟିରେ ଦୁର୍ଘଟଣା ଘଟିଛି । ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । କାରରେ ୪ ଜଣ ଥିଲେ । ଆହତ ୩ ଜଣ ଫିଲ୍ମର ହିରୋ ହିରୋଇନ୍ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.