Browsing Tag

car lost balance

ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଅଘଟଣ, ଓଲଟି ପଡିଲା କାର; ୩ ଆହତ

ରାଇକିଆ (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟି ପଡିଲା କାର । ୩ ଆହତ । ସୁଟିଂ ସାରି ଫେରୁଥିବା ବେଳେ ଜି ଉଦୟଗିରି ଥାନା ଶ୍ରୀକଲା ଘଟିରେ ଦୁର୍ଘଟଣା ଘଟିଛି । ଫିଲ୍ମ ‘ଅଦୃଶ୍ୟ’ର ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । କାରରେ ୪ ଜଣ ଥିଲେ । ଆହତ ୩ ଜଣ ଫିଲ୍ମର ହିରୋ ହିରୋଇନ୍…