Below header

ESIC ରେ ଖାଲିପଡିଛି ଅନେକ ପଦବୀ, ଜାଣନ୍ତୁ କେମିତି ହେବ ଚୟନ

କର୍ମଚାରୀ ରାଜ୍ୟ ବୀମା ନିଗମ, ESIC ରେ ଫାକଲ୍ଟି, ସ୍ପେଶାଲିଷ୍ଟ, ସିନିଅର ରେଜିଡେଣ୍ଡସ ଏବଂ ଟ୍ୟୁଟର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ESIC ର ଅଫିସିଆଲ ୱେବସାଇଟ esic.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ଚାକିରି ଖୋଜୁଥିଲେ ଆପଣଙ୍କ ଖୁସି ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ, ESIC ରେ ଫାକଲ୍ଟି, ସ୍ପେଶାଲିଷ୍ଟ, ସିନିଅର ରେଜିଡେଣ୍ଡସ ଏବଂ ଟ୍ୟୁଟର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ESIC ର ଅଫିସିଆଲ ୱେବସାଇଟ esic.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୬

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଶିକ୍ଷାଗତ ଏବଂ ବୟସ ସୀମା ବିଷୟରେ ନୋଟିଫିକେସନ ଚେକ୍‌ କରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବୋର୍ଡ ସମ୍ମୁଖରେ ଇଣ୍ଟରଭ୍ୟୁ ଆଧାରରେ ହେବ ।

ସାକ୍ଷାତକାର ତାରିଖ : ଇଣ୍ଟରଭ୍ୟୁ ତାରିଖ ୨୯, ୩୦, ୩୧ ଜାନୁଆରୀ ଏବଂ ୧,୨,୩,୪, ୫, ୬, ୭ ଏବଂ ୮ ଫେବୃଆରୀରେ ଆୟୋଜିତ ହେବ । ଓ୍ଵାକ-ଇନ-ଇଣ୍ଟରଭ୍ୟୁ ପାଇଁ ରିପୋର୍ଟିଂ ସମୟ ୯ ଟାରୁ ୧୦.୩୦ ମିନିଟ ପର୍ଯ୍ୟନ୍ତ ରହିଛି ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ଆବେଦନ ଶୁଳ୍କ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନଙ୍କୁ ଆବେଦନ ଶୁଳ୍କରେ ଛାଡ୍‌ ମିଳିବ ।

ସାକ୍ଷାତକାର ସ୍ଥାନ :

Academic Block, ESIC Medical College, Sanathnagar, Hyderabad

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.