Below header

ଗାଧୋଇବାକୁ ଯାଇ ଆଉ ଫେରିଲେନ, ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମ ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ମହୁଲପଡା ଗ୍ରାମର ବଂଶୀଧର କିସାନ ବୋଲି ଜଣାପଡିଛି ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମ ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ମହୁଲପଡା ଗ୍ରାମର ବଂଶୀଧର କିସାନ ବୋଲି ଜଣାପଡିଛି । ବଂଶୀଧର ଆଜି ସକାଳୁ ଗାଧୋଇବାକୁ ଯାଇଥିଲେ । ତେବେ ସେ ଅନେକ ସମୟଧରି ଘରକୁ ଫେରି ନଥିବାବେଳେ ତାଙ୍କର ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ବେଲପାହାଡ ପୋଲିସ ଘଟଣାସ୍ତଲକୁ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.